ଟିକା ପାର୍ଶ୍ବ ପ୍ରତିକ୍ରିୟା ଜନିତ ଦେଶର ପ୍ରଥମ ମୃତ୍ୟୁ

ସ୍ପଷ୍ଟ କଲା ସରକାରୀ ବିଶେଷଜ୍ଞ କମିଟି ନୂଆଦିଲ୍ଲୀ : ଦେଶରେ କରୋନା ଟିକା ପାର୍ଶ୍ବ ପ୍ରତିକ୍ରିୟା ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମନାକୁ ଆସିଛି। ମାର୍ଚ୍ଚ ୧୮ରେ କରୋନା ଟିକା ନେଇଥିବା ଜଣେ ୬୮ ବୟସ୍କ ବ୍ୟକ୍ତି ଆନାଫିଲେକ୍ସିସ ଯ଼ୋଗୁଁ ମୃତ୍ୟୁବରଣ କରିଥିବା ଏକ ସରକାରୀ ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛି। ଡାକ୍ତରି ଭାଷାରେ ଆନାଫିଲେକ୍ସିସର ଅର୍ଥ ହେଉଛି ଗୁରୁତର ଆଲର୍ଜି ଜନିତ ମୃତ୍ୟୁ। ଦେଶରେ କରୋନା ଟିକାକରଣଜନିତ ପାର୍ଶ୍ବପ୍ରତିକ୍ରିୟାଗୁଡ଼ିକ … Continue reading ଟିକା ପାର୍ଶ୍ବ ପ୍ରତିକ୍ରିୟା ଜନିତ ଦେଶର ପ୍ରଥମ ମୃତ୍ୟୁ